ଅର୍ଥ : କୌଣସି କ୍ଷେତ୍ର ବା ଭୂମିର ଭୌତିଅକ ଲକ୍ଷଣ ବା ସଂରଚନା ଯେଉଁଥିରେ ମାନବକୃତ ଓ ପ୍ରାକୃତିକ ଲକ୍ଷଣ ମିଶିଥାଏ
ଉଦାହରଣ :
ଏହି କ୍ଷେତ୍ରର ସ୍ଥଳଭାଗକୁ ସେ ଅଧ୍ୟୟନ କରୁଛି
ଅନ୍ୟ ଭାଷାରେ ଅନୁବାଦ :
किसी क्षेत्र या भूमि का भौतिक लक्षण या संरचना और इसके मानवकृति और प्राकृतिक लक्षणों में संबंध।
वह इस क्षेत्र की स्थलाकृति का अध्ययन कर रहा है।The configuration of a surface and the relations among its man-made and natural features.
topography