ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ଥଳପଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ଥଳପଥ   ବିଶେଷ୍ୟ

ଅର୍ଥ : ଦୁଇଟି ବଡ଼ ଭୂଖଣ୍ଡକୁ ଯୋଡୁଥିବା ଗୋଟିଏ ସରୁ ବନ୍ଧ ଯାହାର ଦୁଇପଟେ ପାଣି ରହିଥାଏ

ଉଦାହରଣ : ପାନାମା ସ୍ଥଳପଥ ଉତ୍ତର ଓ ଦକ୍ଷିଣ ଆମେରିକାକୁ ସଂଯୋଗ କରୁଛି


ଅନ୍ୟ ଭାଷାରେ ଅନୁବାଦ :

दो बड़े भू-भागों को जोड़ने वाली सँकरी भू-पट्टी जिसके दोनों ओर पानी होता है।

पनामा स्थलडमरूमध्य उत्तरी और दक्षिणी अमरीका को जोड़ता है।
संयोग भूमि, स्थलडमरूमध्य

A relatively narrow strip of land (with water on both sides) connecting two larger land areas.

isthmus