ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ଥଳଚର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ଥଳଚର   ବିଶେଷ୍ୟ

ଅର୍ଥ : ସ୍ଥଳଭାଗରେ ରହୁଥିବା ଜୀବ

ଉଦାହରଣ : ଗାଈ ଗୋଟିଏ ସ୍ଥଳଚର ପ୍ରାଣୀ

ସମକକ୍ଷ : ସ୍ଥଳଚର ଜନ୍ତୁ, ସ୍ଥଳଚର ଜୀବ, ସ୍ଥଳଚର ପ୍ରାଣୀ


ଅନ୍ୟ ଭାଷାରେ ଅନୁବାଦ :

वह जीव जो स्थल पर रहता है।

गाय एक थलचर प्राणी है।
थलचर, थलचर जंतु, थलचर जीव, थलचर प्राणी, स्थलचर

ସ୍ଥଳଚର   ବିଶେଷଣ

ଅର୍ଥ : ଯିଏ ସ୍ଥଳରେ ବାସ କରେ

ଉଦାହରଣ : ମନୁଷ୍ୟ ସ୍ଥଳଚର ପ୍ରାଣୀ

ସମକକ୍ଷ : ଥଳଚର, ସ୍ଥଳବାସୀ


ଅନ୍ୟ ଭାଷାରେ ଅନୁବାଦ :

जो थल पर निवास करता हो।

मनुष्य थलवासी प्राणी है।
थलचर, थलवासी, स्थलवासी

Of or relating to or inhabiting the land as opposed to the sea or air.

tellurian, telluric, terrene, terrestrial

ଅର୍ଥ : ସ୍ଥଳର ବା ଭୂମିର ସ୍ଥଳ ବା ଭୂମି ସହିତ ସଂବନ୍ଧ ରଖିବାବାଲା

ଉଦାହରଣ : ମନୁଷ୍ୟ ଏକ ସ୍ଥଳଚର ପ୍ରାଣୀ

ସମକକ୍ଷ : ଧରାତଳୀୟ, ସ୍ଥଳୀୟ


ଅନ୍ୟ ଭାଷାରେ ଅନୁବାଦ :

थल या भूमि का या थल या भूमि से संबंध रखनेवाला।

मनुष्य एक थलीय प्राणी है।
जमीनी, ज़मीनी, थलीय, धरातली, धरातलीय, स्थलीय