ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍କାଉଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍କାଉଟ   ବିଶେଷ୍ୟ

ଅର୍ଥ : ଅନେକ ପ୍ରକାର ସାମଜିକ ସେବାର ଶିକ୍ଷା ପାଇଥିବା ବାଳକ

ଉଦାହରଣ : ଖରାଦିନେ ବାଳଚରମାନେ ଷ୍ଟେସନରେ ଯାତ୍ରୀମାନଙ୍କୁ ପାଣି ପିଇବାକୁ ଦେଉଥିବା ଦେଖିବାକୁ ମିଳେ

ସମକକ୍ଷ : ବାଳଚର


ଅନ୍ୟ ଭାଷାରେ ଅନୁବାଦ :

वह बालक जिसे अनेक प्रकार की सामाजिक सेवाओं की शिक्षा मिली हो।

गर्मी के दिनों में बालचरों को स्टेशनों पर यात्रियों को पानी पिलाते हुए देखा जा सकता है।
बालचर, स्काउट

A boy who is a member of the Boy Scouts.

boy scout