ଅର୍ଥ : ଭୂମିସ୍ଥ ଜଳ ସମ୍ବନ୍ଧୀୟ ନିଷ୍ପତ୍ତିନେବା ନିମନ୍ତେ ତିଆରି କରାଯାଇଥିବା ଗୋଟିଏ କେନ୍ଦ୍ରୀୟ ପରିଷଦ
ଉଦାହରଣ :
ରମେଶର ବାପା ବି ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡର ସଦସ୍ୟ ଅଛନ୍ତି
ସମକକ୍ଷ : ସେଂଟ୍ରାଲ ଗ୍ରାଉଂଡ ୱାଟର ବୋର୍ଡ
ଅନ୍ୟ ଭାଷାରେ ଅନୁବାଦ :
भूमिगत जल संबंधी निर्णयों के लिए बनी एक केंद्रीय परिषद।
रमेश के पिताजी भी सेंट्रल ग्राउंड वॉटर बोर्ड के सदस्य हैं।