ଅର୍ଥ : ହୋଟେଲ ଆଦିରେ ରହିବାପାଇଁ ନିର୍ମିତ ପରଷ୍ପରସହ ସଂଯୋଗ ହୋଇଥିବା ଅନେକ କୋଠରୀଥିବା ଆବାସ
ଉଦାହରଣ :
ସେ ଦ୍ୱିତୀୟ ମହଲାର ସମସ୍ତ ସେଟ୍ କାର୍ଯ୍ୟାଳୟପାଇଁ ସ୍ଥିର କଲେ
ସମକକ୍ଷ : ସୁଇଟ୍
ଅନ୍ୟ ଭାଷାରେ ଅନୁବାଦ :
* होटल आदि में रहने के लिए बना हुआ कई एक दूसरे से संबद्ध कमरों वाला आवास।
उसने दूसरे महले का पूरा सेट कार्यालय के लिए निर्धारित कर दिया।ଅର୍ଥ : ମିଳିତ ହୋଇ ରହି ଏବଂ ମିଳିମିଶି କାମରେ ଆସୁଥିବା ଗୋଟିଏ ପ୍ରକାରର ବସ୍ତୁସମୂହ
ଉଦାହରଣ :
ମୁଁ ଶବ୍ଦକୋଷର ଗୋଟିଏ ସେଟ୍ ନେଲି
ଅନ୍ୟ ଭାଷାରେ ଅନୁବାଦ :
एक ही प्रकार की वस्तुओं का समूह जो साथ में होते हैं एवं साथ-साथ काम में आते हैं।
मैंने शब्दकोश का एक सेट लिया है।A group of things of the same kind that belong together and are so used.
A set of books.ଅର୍ଥ : ଯେଉଁ ପରିସ୍ଥିତି ଓ ପରିବେଶରେ କିଛି ସ୍ଥାପିତ ହୁଏ ବା ଠିକ ହୁଏ
ଉଦାହରଣ :
ଭୂତ କାହାଣୀପାଇଁ ଏହି ସେଟିଂ ବହୁତ ବଢ଼ିଆ
ଅନ୍ୟ ଭାଷାରେ ଅନୁବାଦ :