ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୂର୍ଯ୍ୟାସ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୂର୍ଯ୍ୟାସ୍ତ   ବିଶେଷ୍ୟ

ଅର୍ଥ : ସଂଧ୍ୟା ସମୟରେ ସୂର୍ଯ୍ୟଙ୍କ ଲୁଚିବା ବା ବୁଡ଼ିବା କ୍ରିୟା

ଉଦାହରଣ : ହ୍ରଦ କୂଳରେ ସୂର୍ଯ୍ୟାସ୍ତର ଦୃଶ୍ୟ ବଡ଼ ମନୋରମ ଦେଖାଯାଏ


ଅନ୍ୟ ଭାଷାରେ ଅନୁବାଦ :

संध्या समय सूर्य के छिपने या डूबने की क्रिया।

झील के किनारे से सूर्यास्त का दृश्य बड़ा ही मनोरम दिखाई पड़ता है।
सूर्यास्त

The daily event of the sun sinking below the horizon.

sunset

ଅର୍ଥ : ସୂର୍ଯ୍ୟ ବୁଡ଼ିବା ସମୟ

ଉଦାହରଣ : ତୁମେ ସୂର୍ଯ୍ୟାସ୍ତ ପୂର୍ବରୁ ଘରକୁ ଫେରିଆସ


ଅନ୍ୟ ଭାଷାରେ ଅନୁବାଦ :

वह समय जब सूर्य डूबता है।

तुम सूर्यास्त से पूर्व घर लौट आना।
सूर्यास्त

The time in the evening at which the sun begins to fall below the horizon.

sundown, sunset

ଅର୍ଥ : ସୂର୍ଯ୍ୟ ଆଦି ଗ୍ରହଙ୍କ ଅସ୍ତହେବାର କାର୍ଯ୍ୟ

ଉଦାହରଣ : ସୂର୍ଯ୍ୟାସ୍ତ ପରେ ମା ଭୋଜନ କରନ୍ତି ନାହିଁ


ଅନ୍ୟ ଭାଷାରେ ଅନୁବାଦ :

सूर्य आदि ग्रहों की अस्त होने की क्रिया।

अस्तमन के बाद माँ जी भोजन नहीं करती हैं।
अस्तमन