ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୂଚନା ପତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୂଚନା ପତ୍ର   ବିଶେଷ୍ୟ

ଅର୍ଥ : ଯେଉଁ କାଗଜରେ କୌଣସି ଏତଲା ବା ସୂଚନା ଲେଖା ହୋଇଛି

ଉଦାହରଣ : ଏତଲାନାମା ପଢି ପୋଲିସ ସତର୍କ ହୋଇଗଲା

ସମକକ୍ଷ : ଏତଲାନାମା


ଅନ୍ୟ ଭାଷାରେ ଅନୁବାଦ :

वह पत्र जिसमें कोई इत्तला या सूचना लिखी हो।

सूचनापत्र पढ़कर पुलिस सतर्क हो गई।
इत्तलानामा, इत्तिलानामा, सूचना पत्र, सूचना-पत्र, सूचनापत्र