ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭଲ ଲକ୍ଷଣ
ଉଦାହରଣ : ନୂଆ ବୋହୂର ସୁଲକ୍ଷଣ ଦେଖି ସମସ୍ତେ ପ୍ରସନ୍ନ ଥିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
अच्छे लक्षण।
A favorable omen.
ଅର୍ଥ : ଉତ୍ତମ ଲକ୍ଷଣ ଯୁକ୍ତ
ଉଦାହରଣ : ଗୀତାର ପୁଅ ସୁଲକ୍ଷଣ
अच्छे लक्षणों वाला।
Having or bringing good fortune.
ଅର୍ଥ : ଯାହାର ଭବିଷ୍ୟତରେ ସୁଯୋଗ ପାଇବାର ଆଶା ବା ଭଲ ଲକ୍ଷଣଯୁକ୍ତ
ଉଦାହରଣ : ସେ ବହୁତ ସୁଲକ୍ଷଣ ବାଳକ
ସମକକ୍ଷ : ଉତ୍ତମ ଲକ୍ଷଣ, ଶୁଭ ଲକ୍ଷଣ
ଅନ୍ୟ ଭାଷାରେ ଅନୁବାଦ :हिन्दी
आगे चलकर जिसके सुयोग होने की आशा हो या अच्छे लक्षणों वाला।
ସଂସ୍ଥାପନ କରନ୍ତୁ