ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁବାହୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁବାହୁ   ବିଶେଷ୍ୟ

ଅର୍ଥ : ଧୃତରାଷ୍ଟ୍ରଙ୍କ ଶହେ ପୁତ୍ରମାନଙ୍କ ମଧ୍ୟରୁ ଜଣେ

ଉଦାହରଣ : ସୁବାହୁ ମହାଭାରତ ଯୁଦ୍ଧରେ ନିହତ ହୋଇଥିଲା


ଅନ୍ୟ ଭାଷାରେ ଅନୁବାଦ :

धृतराष्ट्र के सौ पुत्रों में से एक।

सुबाहु महाभारत के युद्ध में मारा गया था।
सुबाहु, सुबाहू

An imaginary being of myth or fable.

mythical being

ଅର୍ଥ : ରାମଙ୍କ ସେନାର ଗୋଟିଏ ବାନର

ଉଦାହରଣ : ପୁରାଣମାନଙ୍କରେ ସୁବାହୁର ବର୍ଣ୍ଣନା ମିଳେ


ଅନ୍ୟ ଭାଷାରେ ଅନୁବାଦ :

राम की सेना का एक वानर।

सुबाहु का वर्णन पुराणों में मिलता है।
सुबाहु

An imaginary being of myth or fable.

mythical being

ଅର୍ଥ : ଜଣେ ଅପ୍ସରା

ଉଦାହରଣ : ପୁରାଣରେ ସୁବାହୁ ଅପ୍ସରାଙ୍କ ବର୍ଣ୍ଣନା ମିଳେ

ସମକକ୍ଷ : ସୁବାହୁ ଅପ୍ସରା


ଅନ୍ୟ ଭାଷାରେ ଅନୁବାଦ :

एक अप्सरा।

सुबाहु का वर्णन पुराणों में मिलता है।
सुबाहु

(classical mythology) a minor nature goddess usually depicted as a beautiful maiden.

The ancient Greeks believed that nymphs inhabited forests and bodies of water.
nymph

ଅର୍ଥ : ଜଣେ ରାକ୍ଷସ

ଉଦାହରଣ : ପୁରାଣରେ ସୁବାହୁର ବର୍ଣ୍ଣନା ମିଳେ


ଅନ୍ୟ ଭାଷାରେ ଅନୁବାଦ :

एक राक्षस।

सुबाहु का वर्णन पुराणों में मिलता है।
सुबाहु

ଅର୍ଥ : ରାମଙ୍କ ସାନଭାଇ ଶତ୍ରୁଘ୍ନଙ୍କ ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ

ଉଦାହରଣ : ଧାର୍ମିକ ଗ୍ରନ୍ଥଗୁଡ଼ିକରେ ସୁବାହୁଙ୍କ ବର୍ଣ୍ଣନା ରହିଛି


ଅନ୍ୟ ଭାଷାରେ ଅନୁବାଦ :

राम के छोटे भाई शत्रुघ्न के दो पुत्रों में से एक।

सुबाहु का वर्णन धार्मिक ग्रंथों में मिलता है।
सुबाहु

An imaginary being of myth or fable.

mythical being

ଅର୍ଥ : ଶ୍ରୀକୃଷ୍ଣଙ୍କ ଜଣେ ପୁତ୍ର

ଉଦାହରଣ : ପୁରାଣଗୁଡ଼ିକରେ ସୁବାହୁଙ୍କ ବର୍ଣ୍ଣନା ରହିଛି


ଅନ୍ୟ ଭାଷାରେ ଅନୁବାଦ :

श्रीकृष्ण के एक पुत्र।

सुबाहु का वर्णन पुराणों में मिलता है।
सुबाहु

An imaginary being of myth or fable.

mythical being

ସୁବାହୁ   ବିଶେଷଣ

ଅର୍ଥ : ଯାହାର ବାହୁ ସୁନ୍ଦର

ଉଦାହରଣ : ଶୀଲାର ବୋହୂ ସୁବାହୁ ବିଶିଷ୍ଟ


ଅନ୍ୟ ଭାଷାରେ ଅନୁବାଦ :

जिसकी बाँहें सुंदर हों।

शीला की बहू सुबाहु है।
सुबाहु