ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁବକ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁବକ୍ତା   ବିଶେଷ୍ୟ

ଅର୍ଥ : ଉତ୍ତମ ବକ୍ତା

ଉଦାହରଣ : ସୁବକ୍ତାଙ୍କର ବ୍ୟାଖ୍ୟାନ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲେ

ସମକକ୍ଷ : ଉତ୍ତମ ବକ୍ତା, ଭଲ ବକ୍ତା


ଅନ୍ୟ ଭାଷାରେ ଅନୁବାଦ :

अच्छा वक्ता।

सुवक्ता के व्याख्यान को सभी मंत्रमुग्ध होकर सुन रहे थे।
अच्छा वक्ता, सुवक्ता

An orator who can hold his listeners spellbound.

spellbinder