ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁନ୍ନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁନ୍ନୀ   ବିଶେଷ୍ୟ

ଅର୍ଥ : ମୁସଲମାନଙ୍କର ଏକ ସଂପ୍ରଦାୟ

ଉଦାହରଣ : ସୁନ୍ନୀ ସଂପ୍ରଦାୟର ମତାନୁସାରେ ପ୍ରଥମ ଚାରିଜଣ ଖଲିଫା ହିଁ ମହମ୍ମଦଙ୍କ ଉପଯୁକ୍ତ ଉତ୍ତରାଧିକାରୀ

ସମକକ୍ଷ : ସୁନ୍ନୀ ସଂପ୍ରଦାୟ


ଅନ୍ୟ ଭାଷାରେ ଅନୁବାଦ :

मुसलमानों का एक संप्रदाय।

सुन्नी संप्रदाय के मतानुसार पहले चार खलीफा ही मुहम्मद के उपयुक्त उत्तराधिकारी हैं।
सुन्नी, सुन्नी संप्रदाय, सुन्नी सम्प्रदाय

One of the two main branches of orthodox Islam.

sunni, sunni islam

ଅର୍ଥ : ଯେ ସୁନ୍ନୀ ସଂପ୍ରଦାୟର ଅନୁଗାମୀ ହୋଇଥାନ୍ତି

ଉଦାହରଣ : କେବେକେବେ ସିହା ଓ ସୁନ୍ନୀ ପରସ୍ପର ମଧ୍ୟରେ ବିବାଦ କରନ୍ତି

ସମକକ୍ଷ : ସୁନ୍ନୀ ମତାବଲମ୍ବୀ


ଅନ୍ୟ ଭାଷାରେ ଅନୁବାଦ :

वह जो सुन्नी सम्प्रदाय का अनुयायी हो।

कभी-कभी शीया और सुन्नी आपस में ही लड़ पड़ते हैं।
सुन्नी, सुन्नी मतावलंबी

A member of the branch of Islam that accepts the first four caliphs as rightful successors to Muhammad.

sunni, sunni muslim, sunnite