ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁନାମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁନାମୀ   ବିଶେଷ୍ୟ

ଅର୍ଥ : ସମୁଦ୍ର ଜଳରେ ବଡ ଆକାରରେ ଆନ୍ଦୋଳନ ସୃଷ୍ଟି କରୁଥିବା ବିନାଶକ ସମୁଦ୍ର ଲହରୀ ଯାହା ଭୂମିକମ୍ପ ବା ଆଗ୍ନେୟଗିରି ବିସ୍ଫୋରଣରୁ ଉତ୍ପନ୍ନ ହୋଇଥାଏ

ଉଦାହରଣ : ସୁନାମୀ ଏକ ଜାପାନୀ ଶବ୍ଦ,ଯାହାର ଅର୍ଥ ହେଉଛି-ବନ୍ଦରର ଲହରୀ


ଅନ୍ୟ ଭାଷାରେ ଅନୁବାଦ :

भू-कंप या ज्वालामुखी विस्फोट के कारण उत्पन्न विनाशक समुद्री लहरें जो बड़े पैमाने पर समुद्री जल में हलचल पैदा कर देती हैं।

सुनामी एक जापानी शब्द है जिसका आशय है -‘बन्दरगाह की लहरें’।
सुनामी, सूनामी

A cataclysm resulting from a destructive sea wave caused by an earthquake or volcanic eruption.

A colossal tsunami destroyed the Minoan civilization in minutes.
tsunami