ଅର୍ଥ : ଯେ କୌଣସି କାମ କରିବାପାଇଁ ଯେଉଁ ସ୍ଥାନ ଉପଯୁକ୍ତ
ଉଦାହରଣ :
ଜୀବିକା ଉପାର୍ଜନପାଇଁ ଏହି ସହର ହିଁ ମୋଲାଗି ସର୍ବୋତ୍ତମ ଦେଶ
ସମକକ୍ଷ : ଉତ୍ତମରାଷ୍ଟ୍ର, ସର୍ବୋତ୍ତମ ଦେଶ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବହୁତ ଭଲ ଦେଶ
ଉଦାହରଣ :
ସୁରାଷ୍ଟ୍ରରେ ରହିବାକୁ ସମସ୍ତେ ଚାହାନ୍ତି
ସମକକ୍ଷ : ଉତ୍ତମରାଷ୍ଟ୍ର, ସୁରାଷ୍ଟ୍ର
ଅନ୍ୟ ଭାଷାରେ ଅନୁବାଦ :