ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଗମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଗମ   ବିଶେଷଣ

ଅର୍ଥ : ଯାହା ବୁଝିବାଯୋଗ୍ୟ ବା ଯାହା ସହଜରେ ବୁଝି ହେଇଯାଏ

ଉଦାହରଣ : ରାମଚରିତ ମାନସ ଏକ ବୋଧ୍ୟ ଗ୍ରନ୍ଥ

ସମକକ୍ଷ : ଅକ୍ଳିଷ୍ଟ, ବୋଧଗମ୍ୟ, ବୋଧ୍ୟ, ସରଳ, ସହଜ, ସୁବୋଧ୍ୟ


ଅନ୍ୟ ଭାଷାରେ ଅନୁବାଦ :

जो समझने योग्य हो या आसानी से समझ में आ जाए।

राम चरित मानस एक बोध्य ग्रंथ है।
अक्लिष्ट, आसान, बोद्ध्य, बोधगम्य, बोध्य, सरल, सुगम, सुबोध

Capable of being apprehended or understood.

apprehensible, graspable, intelligible, perceivable, understandable

ଅର୍ଥ : ସରଳତାରେ ଯିବା ବା ପହଞ୍ଚିବା ଯୋଗ୍ୟ

ଉଦାହରଣ : ହିମାଳୟର ଉଚ୍ଚ ଶିଖର ସୁଗମ୍ୟ ନୁହେଁ

ସମକକ୍ଷ : ସୁଗମ୍ୟ


ଅନ୍ୟ ଭାଷାରେ ଅନୁବାଦ :

सरलता से जाने या पहुँचने योग्य।

हिमालय की ऊँची -ऊँची चोटियाँ सुगम्य नहीं हैं।
सुगम, सुगम्य

Capable of being reached.

A town accessible by rail.
accessible

ଅର୍ଥ : ସରଳ ବା ଶୀଘ୍ର ହେବା ଯୋଗ୍ୟ

ଉଦାହରଣ : ଭଗବାନ ପ୍ରାପ୍ତିର ସହଜ ମାର୍ଗ ଭକ୍ତି

ସମକକ୍ଷ : ସରଳ, ସହଜ


ଅନ୍ୟ ଭାଷାରେ ଅନୁବାଦ :

जल्दी हो सकने वाला या जिसमें कठिनाई न हो।

प्रभु प्राप्ति का सरल मार्ग भक्ति है।
अविकट, आसान, सरल, सहज, सहल, सीधा, सुगम, सुहंगम