ଅର୍ଥ : ଶରୀରରେ ସୁଗନ୍ଧିତ ଦ୍ରବ୍ୟ ଲଗାଇବାର ବା ମର୍ଦ୍ଦନ କରିବାର ପ୍ରକ୍ରିୟା
ଉଦାହରଣ :
ବାପା ସୁଗନ୍ଧିତ_ଦ୍ରବ୍ୟ_ଲେପନ ବିନା ଘରୁ ବାହାରନ୍ତି ନାହିଁ
ଅନ୍ୟ ଭାଷାରେ ଅନୁବାଦ :
शरीर पर सुगंधित द्रव्य लगाने या मलने की क्रिया।
पिताजी बिना उच्छादन के घर से बाहर नहीं निकलते हैं।