ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଖତଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଖତଳା   ବିଶେଷ୍ୟ

ଅର୍ଥ : ବେଳେବେଳେ ଜୋତା ଭିତରେ ଲାଗି ରହିଥିବା ବା ଜୋତା ଭିତରେ ରଖା ଯାଉଥିବା ପାଦ ତଳ ଆକାରର ନରମ ଚମଡା ଆଦି

ଉଦାହରଣ : ମୋ ଜୋତାର ପାତାବା ଫାଟି ଯାଇଛି

ସମକକ୍ଷ : ପାତାବା


ଅନ୍ୟ ଭାଷାରେ ଅନୁବାଦ :

जूते के भीतर रखा हुआ पैर के तलुए के आकार का मुलायम चमड़ा आदि जो कभी-कभी जूते के अंदर ही चिपका रहता है।

मेरे जूते का पाताबा फट गया है।
पाताबा, सूखतला

The inner sole of a shoe or boot where the foot rests.

innersole, insole