ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁକେଶୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁକେଶୀ   ବିଶେଷ୍ୟ

ଅର୍ଥ : ଜଣେ ଅପ୍ସରା

ଉଦାହରଣ : ପୁରାଣରେ ସୁକେଶୀଙ୍କ ବର୍ଣ୍ଣନା ମିଳେ


ଅନ୍ୟ ଭାଷାରେ ଅନୁବାଦ :

एक अप्सरा।

सुकेशी का वर्णन पुराणों में मिलता है।
सुकेशी

(classical mythology) a minor nature goddess usually depicted as a beautiful maiden.

The ancient Greeks believed that nymphs inhabited forests and bodies of water.
nymph

ଅର୍ଥ : ସୁନ୍ଦର, କଳା, ଘନ, ଲମ୍ବା କେଶଯୁକ୍ତ ନାରୀ

ଉଦାହରଣ : ଜଣେ ସୁକେଶୀ ବାରଂବାର ନିଜର ଅଙ୍ଗୁଳିରେ ନିଜର ଅସଜଡା କେଶକୁ ସଜାଡୁଛି

ସୁକେଶୀ   ବିଶେଷଣ

ଅର୍ଥ : ଯାହାର ବାଳ ସୁନ୍ଦର, କଳା, ଘଞ୍ଚ ଏବଂ ଲମ୍ବା ହୋଇଥାଏ (ମହିଳା)

ଉଦାହରଣ : ମଞ୍ଚ ଉପରେ ଜଣେ ସୁକେଶୀ ମହିଳା ବସିଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

जिसके बाल सुंदर, काले, घने एवं लंबे हों (महिला)।

मंच पर एक सुकेशी महिला आसीन हैं।
सुकेशा, सुकेशी