ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିଦ୍ୟୁତକେଶର ପୁଅ ଥିବା ଏକ ରାକ୍ଷସ
ଉଦାହରଣ : ମାଳୀ,ସୁମାଳୀ ଏବଂମାଲ୍ୟବାନ ସୁକେଶିର ପୁତ୍ର ଥିଲେ
ସମକକ୍ଷ : ସୁକେଶି
ଅନ୍ୟ ଭାଷାରେ ଅନୁବାଦ :हिन्दी
एक राक्षस जो विद्युत्केश का पुत्र था।
ଅର୍ଥ : ଯାହାର ବାଳ ସୁନ୍ଦର ଅଟେ
ଉଦାହରଣ : ଜଣେ ସୁକେଶ ଯୁବକ ବାରମ୍ବାର ନିଜ କେଶକୁ କୁଣ୍ଡଉଛି
जिसके बाल सुंदर हों।
ସଂସ୍ଥାପନ କରନ୍ତୁ