ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୀମା ରକ୍ଷକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୀମା ରକ୍ଷକ   ବିଶେଷ୍ୟ

ଅର୍ଥ : ସୀମାର ରକ୍ଷାକାରୀ ସୀପାହୀ

ଉଦାହରଣ : ସୀମା ରକ୍ଷକ ନିଜ ଜୀବନକୁ ଖାତିର ନକରି ସୀମା ଠାରେ ଦୃଢ଼ ଭାବରେ ରହିଥାନ୍ତି

ସମକକ୍ଷ : ସୀମାପ୍ରହରୀ


ଅନ୍ୟ ଭାଷାରେ ଅନୁବାଦ :

सीमा की रक्षा करने वाला सिपाही।

सीमा रक्षक जान की परवाह न करते हुए सीमा पर डटे रहते हैं।
सीमा रक्षक, सीमापाल, सीमाप्रहरी, सीमारक्षक

ସୀମା ରକ୍ଷକ   ବିଶେଷଣ

ଅର୍ଥ : ଯେ ସୀମାର ରକ୍ଷା କରେ

ଉଦାହରଣ : ସୀମା ରକ୍ଷକ ଜବାନ ରାଷ୍ଟ୍ରର ପ୍ରକୃତ କର୍ତ୍ତବ୍ୟନିଷ୍ଠ ପୁତ୍ର ହୋଇଥାନ୍ତି


ଅନ୍ୟ ଭାଷାରେ ଅନୁବାଦ :

जो सीमा की रक्षा करता हो।

सीमा रक्षक जवान राष्ट्र के सच्चे सपूत होते हैं।
सीमा रक्षक, सीमा संरक्षक, सीमापाल