ଅର୍ଥ : କୌଣସି ସ୍ଥାନ,କାମ ଆଦିର ସୀମା ନିର୍ଦ୍ଧାରଣ କରିବା
ଉଦାହରଣ :
ଆମେ ପ୍ରଥମେ ଆମ ଦେଶର ସୀମା ନିର୍ଦ୍ଧାରଣ କରିବା ଉଚିତ
ସମକକ୍ଷ : ସୀମା ଥୟ କରିବା, ସୀମା ନିର୍ଦ୍ଧାରଣ କରିବା
ଅନ୍ୟ ଭାଷାରେ ଅନୁବାଦ :
* किसी स्थान, काम आदि की सीमा का निर्धारण करना।
हमें पहले अपने देश की सीमा निर्धारित करनी है।