ଅର୍ଥ : କୌଣସି ପ୍ରଦେଶ ବା ସ୍ଥାନର ଚାରି ଦିଗରେ ବିଛାଇ ହୋଇଥିବା ଶେଷ ରେଖା ବା ସ୍ଥାନ
ଉଦାହରଣ :
ସୈନ୍ୟମାନେ ଶତ୍ରୁସେନାକୁ ସୀମା ପାରିକୁ ତଡି ଦେଲେ
ସମକକ୍ଷ : ବୋଡର୍, ବୋର୍ଡର, ସରହଦ, ସୀମାରେଖା
ଅନ୍ୟ ଭାଷାରେ ଅନୁବାଦ :
किसी प्रदेश या वस्तु के विस्तार की अंतिम सीमा बताने वाली रेखा या घेरा।
भारत और नेपाल के बीच की सीमारेखा को पार करने के लिए भारतीयों तथा नेपालियों को वीसा नहीं लेना पड़ता है।ଅର୍ଥ : କୌଣସି ଏକ ନିର୍ଦ୍ଦିଷ୍ଟ ସମୟରୁ ଅନ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେଥିବା କାଳ ବା ସମୟ
ଉଦାହରଣ :
ଆମକୁ ଚାରି ଘଣ୍ଟା ଭିତରେ ଏହି କାମ ପୂରା କରିବାକୁ ହେବ
ଅନ୍ୟ ଭାଷାରେ ଅନୁବାଦ :
An amount of time.
A time period of 30 years.ଅର୍ଥ : ଲମ୍ବା ତଥା ଚଉଡ଼ାର ଶେଷ ଭାଗ
ଉଦାହରଣ :
ଆପଣଙ୍କ ଶାଢ଼ୀର କାନିରେ କଣ୍ଟା ପଶିଯାଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ପ୍ରଦେଶ ବା ବସ୍ତୁର ଚାରିଆଡ଼େ ବିସ୍ତାରରେ ଶେଷ ରେଖା ବା ସ୍ଥାନ
ଉଦାହରଣ :
ଭାରତୀୟ ସୀମାରେ ଜବାନମାନେ ଠିଆ ହୋଇଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
ଉଦାହରଣ :
କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
ସମକକ୍ଷ : ଅବଧି, ଗଣ୍ଡି, ଚୌହଦି, ଧାର, ପରିସୀମା
ଅନ୍ୟ ଭାଷାରେ ଅନୁବାଦ :
The point or degree to which something extends.
The extent of the damage.ଅର୍ଥ : ଯେଉଁ ସ୍ଥାନରେ ସୀମାର ଶେଷ କିମ୍ବା ଅନ୍ତ ହୋଇଥାଏ
ଉଦାହରଣ :
ମୋ ଗାଁର ସୀମାନ୍ତ ହେଉଛି ଏହି ନାଳ
ସମକକ୍ଷ : ଅନ୍ତିମସୀମା, ପରିସୀମା
ଅନ୍ୟ ଭାଷାରେ ଅନୁବାଦ :