ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଲେଇ କରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଲେଇ କରାଇବା   କ୍ରିୟାପଦ

ଅର୍ଥ : ସିଇଁବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଦର୍ଜୀ ତା ସ୍ତ୍ରୀଦ୍ୱାରା କପଡା ସିଆଁଉଛି

ସମକକ୍ଷ : ସିଆଁଇବା, ସୀବନ କରାଇବା


ଅନ୍ୟ ଭାଷାରେ ଅନୁବାଦ :

तुरपने का काम किसी और से कराना।

दर्जी अपनी बीबी से कपड़े तुरपाता है।
तुरपवाना, तुरपाना

ଅର୍ଥ : କାହାକୁ ସିଲେଇ କରିବାରେ ପ୍ରବୃତ୍ତ କରିବା

ଉଦାହରଣ : ଆମେ ଦର୍ଜିଦ୍ୱାରା ପୋଷାକ ସିଲେଇ କରାଉ

ସମକକ୍ଷ : ସିଲେଇ କରେଇବା


ଅନ୍ୟ ଭାଷାରେ ଅନୁବାଦ :

किसी को सीने में प्रवृत्त करना।

हम दर्ज़ी से कपड़े सिलवाते हैं।
सिलवाना, सिलाई करवाना, सिलाई कराना, सिलाना