ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଜଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଜଦା   ବିଶେଷ୍ୟ

ଅର୍ଥ : ଦୁଇଆଣ୍ଠୁକୁ ମୋଡ଼ିକରିବସି ମୁଣ୍ଡକୁ ଭୂଇଁରେ ଛୁଆଇଁ ମୁସଲମାନମାନଙ୍କର ପ୍ରଣାମ କରିବା ବିଶେଷ ବିଧି

ଉଦାହରଣ : ଆମେ ଆଲ୍ଲାଙ୍କ ବ୍ୟତୀତ ଆଉ କାହା ଆଗରେ ସିଜଦା କରୁନାହିଁ


ଅନ୍ୟ ଭାଷାରେ ଅନୁବାଦ :

मुसलमानों की प्रणाम करने की विशेष पद्धति जिसमें वे दोनों घुटनों को मोड़कर सिर को जमीन से छुआते हैं।

मुसलमान नमाज करते समय ईश्वर सामने सिजदा करते हैं।
सजदा, सिजदा