ଅର୍ଥ : ସିଙ୍ଘଡ଼ା ଫଳ ଆକାରର ଗୋଟିଏ ଏମ୍ବ୍ରୋଡରୀ
ଉଦାହରଣ :
ଏହି ଚାଦର ଉପରେ ସିଙ୍ଘଡ଼ା ଚିତ୍ର ଅଙ୍କିତ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାର ଆତସବାଜି
ଉଦାହରଣ :
ଆମେ ଦୀପାବଳୀ ଦିନ ସିଙ୍ଘଡ଼ା ବାଣ ମଧ୍ୟ ଛାଡ଼ୁ
ସମକକ୍ଷ : ସିଙ୍ଘଡ଼ା ବାଣ
ଅନ୍ୟ ଭାଷାରେ ଅନୁବାଦ :