ଅର୍ଥ : ଘିଅ ଦେଇ ମଇଦାକୁ ବେଲି ତା ଭିତରେ ଆଳୁ ମସଲା ଦେଇ ତେଲରେ ଛାଣି ତିଆରି କରାଯାଉଥିବା ଏକ ପ୍ରକାର ଜଳଖିଆ
ଉଦାହରଣ :
ସିଙ୍ଗଡ଼ା ମୋତେ ବହୁତ ଭଲ ଲାଗେ
ସମକକ୍ଷ :
ସିଙ୍ଗଡ଼ା
ଅନ୍ୟ ଭାଷାରେ ଅନୁବାଦ :
मोयन डालकर गुथे हुए मैदे के आटे में आलू आदि की सूखी सब्जी भरकर एवं तलकर बनाया जानेवाला एक तिकोने आकार का पकवान।
मुझे समोसा बहुत पसंद है।
समोसा,
सिंघाड़ा
Small turnover of Indian origin filled with vegetables or meat and fried and served hot.
samosa