ଅର୍ଥ : ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ କାମ କରୁଥିବା ଗୋଟିଏ ଅର୍ଦ୍ଧ ସୈନିକ ସୁରକ୍ଷା ବଳ ବା ଏଜେନ୍ସି
ଉଦାହରଣ :
ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ ଫୋର୍ସ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଆଇନ ଏବଂ ବ୍ୟବସ୍ଥା ଚଳାଇ ରଖିବାରେ ତଥା ଆତଙ୍କବାଦ ନିରୋଧରେ ସାହାଯ୍ୟ କରେ
ସମକକ୍ଷ : କେନ୍ଦ୍ରୀୟ ଆରକ୍ଷିତ ପୋଲିସ ବଳ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ, ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ ଫୋର୍ସ
ଅନ୍ୟ ଭାଷାରେ ଅନୁବାଦ :
भारत सरकार के गृह मंत्रालय के संरक्षण में कार्य करने वाली एक अर्द्धसैनिक सुरक्षा एजेंसी या बल।
केन्द्रीय रिज़र्व पुलिस बल राज्यों एवं केंद्रशासित प्रदेशों में कानून और व्यवस्था बनाए रखने तथा आतंकवाद को रोकने में मदद करता है।The force of policemen and officers.
The law came looking for him.