ଅର୍ଥ : ଯେଉଁ ଝିଅର ଆଣ୍ଠୁ ଚାଲିବା ସମୟରେ ପରସ୍ପର ସହିତ ବାଜେ ଏବଂ ଏହି କାରଣରୁ ସେ ବିବାହର ଅଯୋଗ୍ୟ ବୋଲି କୁହାଯାଇଛି
ଉଦାହରଣ :
ରମେଶ ସିଂହିକା ସହିତ ବିବାହ କରିବାକୁ ଚାହୁଁଛି କିନ୍ତୁ ତାର ଘରଲୋକ ମାନୁନାହାଁନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସମୁଦ୍ରରେ ରହୁଥିବା ଯେଉଁ ରାକ୍ଷସୀ ଆକାଶରେ ଉଡ଼ୁଥିବା ପ୍ରାଣୀମାନଙ୍କୁ ସେମାନଙ୍କ ଛାୟାଦ୍ୱାରା ଧରି ଖାଇଯାଉଥିଲା
ଉଦାହରଣ :
ହନୁମାନ ସିଂହିକାକୁ ମାରିଥିଲେ
ସମକକ୍ଷ : ଛାୟା-ଗ୍ରାହିଣୀ
ଅନ୍ୟ ଭାଷାରେ ଅନୁବାଦ :
समुद्र में रहनेवाली एक राक्षसी जो आकाश में उड़नेवालों को उनकी छाया के द्वारा पकड़कर खा जाती थी।
सिंहिका को हनुमानजी ने मारा था।