ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାହିତ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାହିତ୍ୟ   ବିଶେଷ୍ୟ

ଅର୍ଥ : କୌଣସି ବିଷୟ, କବି ବା ଲେଖକଙ୍କ ସମ୍ପର୍କିତ ସମସ୍ତ ଗ୍ରନ୍ଥ ଓ ଲେଖାଆଦିର ସମୂହ

ଉଦାହରଣ : ହିନ୍ଦୀରେ ତୁଳସୀ ସାହିତ୍ୟର ବିଶେଷ ସ୍ଥାନ ରହିଛି


ଅନ୍ୟ ଭାଷାରେ ଅନୁବାଦ :

किसी विषय, कवि या लेखक से संबंध रखने वाले सभी ग्रंथों और लेखों आदि का समूह।

हिन्दी में तुलसी साहित्य का विशेष स्थान है।
साहित्य

The total output of a writer or artist (or a substantial part of it).

He studied the entire Wagnerian oeuvre.
Picasso's work can be divided into periods.
body of work, oeuvre, work

ଅର୍ଥ : ବିଦ୍ୟାର ଯେଉଁ ବିଭାଗରେ ସାହିତ୍ୟର ଅଧ୍ୟୟନ କରାଯାଏ

ଉଦାହରଣ : ସେ ହିନ୍ଦୀ ସାହିତ୍ୟରେ ଏମ୍. ଏ. କରିଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

विद्या की वह शाखा जिसमें साहित्य का अध्ययन किया जाता है।

उसने हिन्दी साहित्य में एम ए किया है।
साहित्य

The humanistic study of a body of literature.

He took a course in Russian lit.
lit, literature

ଅର୍ଥ : କୌଣସି ଭାଷା ଅଥବା ଦେଶର ସବୁଗ୍ରନ୍ଥ, ଲେଖନୀଆଦିର ସମୂହ

ଉଦାହରଣ : ସାହିତ୍ୟ ହିଁ ସମାଜର ଦର୍ପଣ


ଅନ୍ୟ ଭାଷାରେ ଅନୁବାଦ :

किसी भाषा अथवा देश के सभी ग्रन्थों,लेखों आदि का समूह।

साहित्य समाज का दर्पण होता है।
साहित्य

Published writings in a particular style on a particular subject.

The technical literature.
One aspect of Waterloo has not yet been treated in the literature.
literature