ଅର୍ଥ : ପୃଥିବୀ ଉପରେ ଦଣ୍ଡ ଭଳି ସିଧା ଶୋଇପଡ଼ି କରାଯାଉଥିବା ପ୍ରଣାମ
ଉଦାହରଣ :
ମନ୍ଦିରରେ ଲୋକମାନେ ଦଣ୍ଡବତ କରୁଥିବା ଦେଖିବାକୁ ମିଳେ
ସମକକ୍ଷ : ଦଣ୍ଡବତ
ଅନ୍ୟ ଭାଷାରେ ଅନୁବାଦ :
दंड के समान सीधे पृथ्वी पर लेटकर किया जानेवाला प्रणाम।
मंदिर में लोगों को दंडवत करते हुए देखा जा सकता है।