ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାରସ୍ୱତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାରସ୍ୱତ   ବିଶେଷ୍ୟ

ଅର୍ଥ : ଏକ ପ୍ରାଚୀନ ପ୍ରଦେଶ ଯାହା ପଞ୍ଜାବରେ ସରସ୍ୱତୀ ନଦୀର କୂଳରେ ଅବସ୍ଥିତ

ଉଦାହରଣ : ସାରସ୍ୱତ ରାଜ୍ୟର ଅସ୍ତିତ୍ୱ ଏବେ ନାହିଁ

ସମକକ୍ଷ : ସାରସ୍ୱତ ରାଜ୍ୟ


ଅନ୍ୟ ଭାଷାରେ ଅନୁବାଦ :

एक प्राचीन प्रदेश जो पंजाब में सरस्वती नदी के तट पर था।

सारस्वत राज्य अब अस्तित्व में नहीं है।
सारस्वत, सारस्वत राज्य

ଅର୍ଥ : ଜଣେ ଗୋତ୍ର ପ୍ରବର୍ତ୍ତକ ଋଷି

ଉଦାହରଣ : ପୁରାଣରେ ସାରସ୍ୱତ ଋଷିଙ୍କ ବର୍ଣ୍ଣନା ମିଳେ

ସମକକ୍ଷ : ସାରସ୍ୱତ ଋଷି


ଅନ୍ୟ ଭାଷାରେ ଅନୁବାଦ :

एक गोत्र प्रवर्तक ऋषि।

सारस्वत का वर्णन पुराणों में मिलता है।
सारस्वत, सारस्वत ऋषि

A mentor in spiritual and philosophical topics who is renowned for profound wisdom.

sage

ଅର୍ଥ : ସାରସ୍ୱତ ଦେଶରେ ବସବାସ କରୁଥିବା ବ୍ରାହ୍ମଣ

ଉଦାହରଣ : ପଣ୍ଡିତ ଜଣକ ସାରସ୍ୱତ ବ୍ରାହ୍ମଣ

ସମକକ୍ଷ : ସାରସ୍ୱତ ବ୍ରାହ୍ମଣ


ଅନ୍ୟ ଭାଷାରେ ଅନୁବାଦ :

सारस्वत प्रदेश में रहने वाले ब्राह्मण।

पंडितजी सारस्वत हैं।
सारस्वत, सारस्वत ब्राह्मण

ସାରସ୍ୱତ   ବିଶେଷଣ

ଅର୍ଥ : ଯାହା ତଥ୍ୟରେ ପୂର୍ଣ୍ଣ ଏବଂ ଯେଉଁଥିରେ ସତ୍ୟତା ନିହିତଥାଏ

ଉଦାହରଣ : ଏହା ତଥ୍ୟପୂର୍ଣ୍ଣ କଥା

ସମକକ୍ଷ : ତଥ୍ୟପୂର୍ଣ୍ଣ, ତଥ୍ୟାତ୍ମକ, ସାରଗର୍ଭକ, ସାରପୂର୍ଣ୍ଣ


ଅନ୍ୟ ଭାଷାରେ ଅନୁବାଦ :

जो तथ्य से पूर्ण हो या जिसमें सत्यता निहित हो।

यह तथ्यपूर्ण बात है।
तथ्यपरक, तथ्यपूर्ण, तथ्यात्मक, प्रामाणिक, मुस्तनद, सारपूर्ण