ଅର୍ଥ : ଯେଉଁ ବିଦ୍ୟା ସାହାଯ୍ୟରେ ମନୁଷ୍ୟର ଶାରୀରିକ ଲକ୍ଷଣ,ଚିହ୍ନ ଆଦିକୁ ଦେଖି ଶୁଭାଶୁଭ ଫଳ କୁହା ଯାଇପାରେ
ଉଦାହରଣ :
ସେ ସାମୁଦ୍ରିକ ବିଦ୍ୟାରେ ପ୍ରବୀଣ
ସମକକ୍ଷ : ସାମୁଦ୍ରିକ
ଅନ୍ୟ ଭାଷାରେ ଅନୁବାଦ :
वह विद्या जिसमें मनुष्य के शारीरिक लक्षण, चिन्हों आदि को देखकर शुभाशुभ फल बतलाए जाते हैं।
वे सामुद्रिक में पारंगत हैं।The art or gift of prophecy (or the pretense of prophecy) by supernatural means.
divination, foretelling, fortune telling, soothsaying