ଅର୍ଥ : ବ୍ରହ୍ମାଙ୍କ ପତ୍ନୀ
ଉଦାହରଣ :
ସାବିତ୍ରୀଙ୍କୁ ଉପାସନା କରି ରାଜା ଅଶ୍ୱପତି ଗୋଟିଏ କନ୍ୟା ପ୍ରାପ୍ତ ହୋଇ ତାହାର ନାମ ସାବିତ୍ରୀ ରଖିଥିଲେ
ସମକକ୍ଷ : ଦେବୀ ସାବିତ୍ରୀ, ସାବିତ୍ରୀ ଦେବୀ
ଅନ୍ୟ ଭାଷାରେ ଅନୁବାଦ :
ब्रह्मा की पत्नी।
राजा अश्वपति ने सावित्री की उपासना कर एक कन्या प्राप्त की जिसका नाम भी उसने सावित्री ही रखा।A female deity.
goddessଅର୍ଥ : ଅଷ୍ଟବକ୍ରଙ୍କ କନ୍ୟା
ଉଦାହରଣ :
ସାବିତ୍ରୀଙ୍କ ଉଲ୍ଲେଖ ଧର୍ମଗ୍ରନ୍ଥରେ ମିଳେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ରାଜା ଭୋଜଙ୍କ ପତ୍ନୀ
ଉଦାହରଣ :
ସାବିତ୍ରୀଙ୍କ ସହିତ ରାଜା ଭୋଜ ନଗର ଭ୍ରମଣରେ ଗଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଧର୍ମଙ୍କ ପତ୍ନୀ
ଉଦାହରଣ :
ସାବିତ୍ରୀଙ୍କ ଉଲ୍ଲେଖ ପୁରାଣରେ ମିଳେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : କଶ୍ୟପଙ୍କ ପତ୍ନୀ
ଉଦାହରଣ :
ସାବିତ୍ରୀଙ୍କ ଉଲ୍ଲେଖ ପୌରାଣିକ ଗ୍ରନ୍ଥରେ ମିଳିଥାଏ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଗୋଟିଏ ପ୍ରକାରର ସଂସ୍କାର
ଉଦାହରଣ :
ବ୍ରତୋପନୟନ ସମୟରେ ସାବିତ୍ରୀ ସଂସ୍କାର କରାଯାଇଥାଏ
ସମକକ୍ଷ : ସାବିତ୍ରୀ ସଂସ୍କାର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପ୍ଲକ୍ଷଦ୍ୱୀପର ଗୋଟିଏ ନଦୀ
ଉଦାହରଣ :
ସାବିତ୍ରୀ ନଦୀର ବର୍ଣ୍ଣନା ପୁରାଣରେ ମିଳେ
ସମକକ୍ଷ : ସାବିତ୍ରୀ ନଦୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆପଣା ସତୀତ୍ୱପାଇଁ ପ୍ରସିଦ୍ଧ ସତ୍ୟବାନଙ୍କ ପତ୍ନୀ
ଉଦାହରଣ :
ସାବିତ୍ରୀ ନିଜ ସତୀତ୍ୱ ବଳରେ ତାଙ୍କ ମୃତ ପତିଙ୍କୁ ଜୀବିତ କରାଇଲେ
ସମକକ୍ଷ : ସତୀସାବିତ୍ରୀ
ଅନ୍ୟ ଭାଷାରେ ଅନୁବାଦ :
सत्यवान की पत्नी जो अपने सतीत्व के लिए प्रसिद्ध है।
सावित्री ने सतीत्व के बल पर अपने मृत पति को जीवित करा लिया।An imaginary being of myth or fable.
mythical being