ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସାପ ପାଳୁଥିବା ତଥା ତାକୁ ଖେଳାଉଥିବା ବ୍ୟକ୍ତି
ଉଦାହରଣ : ସାପୁଆକେଳା ସପ୍ତସ୍ୱରା ବଜେଇ ସାପକୁ ଖେଳାଉଛି
ସମକକ୍ଷ : କେଳା, ସାପୁଆ କେଳା
ଅନ୍ୟ ଭାଷାରେ ଅନୁବାଦ :हिन्दी English
साँप पालने तथा उसे नचाने वाला व्यक्ति।
A performer who uses movements and music to control snakes.
ସଂସ୍ଥାପନ କରନ୍ତୁ