ଅର୍ଥ : କାହା ସହିତ ଦେଖା କରିବା ବା ଭେଟିବା
ଉଦାହରଣ :
ସେ ସହରରେ ନିଜ ବନ୍ଧୁବାନ୍ଧବଙ୍କୁ ଭେଟିଲେ
ସମକକ୍ଷ : ଦେଖାକରିବା, ଭେଟିବା, ମିଶିବା
ଅନ୍ୟ ଭାଷାରେ ଅନୁବାଦ :
किसी से मिलना या भेंट करना।
उसने शहर में अपने संबंधियों से भेंट की।ଅର୍ଥ : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା
ଉଦାହରଣ :
ସେ ଜଣେ ଲୋକ ସଙ୍ଗେ ମିଶୁଛି ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି
ସମକକ୍ଷ : ଏକତ୍ର ହେବା, ଦେଖାହେବା, ଭେଟିବା, ମିଶିବା, ସଂସର୍ଗରେ ରହିବା, ସଙ୍ଗୀହେବା
ଅନ୍ୟ ଭାଷାରେ ଅନୁବାଦ :