ଅର୍ଥ : ପବନ ବହିବାର ଶବ୍ଦ
ଉଦାହରଣ :
ସାଇଁସାଇଁ ଶବ୍ଦରୁ ରକ୍ଷା ପାଇବାପାଇଁ ସେ କାନରେ ତୁଳା ଲଗେଇଲା
ସମକକ୍ଷ : ସୁ ସୁ ଶବ୍ଦ
ଅନ୍ୟ ଭାଷାରେ ଅନୁବାଦ :
A buzzing or hissing sound as of something traveling rapidly through the air.
He heard the whiz of bullets near his head.ଅର୍ଥ : ନିର୍ଜନ ସ୍ଥାନରେ ବା ନିଛାଟିଆରେ ଆପେଆପେ ଉତ୍ପନ୍ନ ହେଉଥିବା ଶବ୍ଦ
ଉଦାହରଣ :
ସଂଧ୍ୟା ହୋଇଥିଲା ଓ ଭଙ୍ଗାଘରଆଡ଼ୁ ସାଇଁସାଇଁ ଶବ୍ଦ ଆସୁଥିଲା
ସମକକ୍ଷ : ସାଏଁସାଏଁ ଶବ୍ଦ
ଅନ୍ୟ ଭାଷାରେ ଅନୁବାଦ :
निर्जन स्थानों में या सन्नाटे में आप से आप होने वाला शब्द।
साम का समय था और खंडहर में साँय-साँय हो रही थी।