ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଂପ୍ରଦାୟିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଂପ୍ରଦାୟିକ   ବିଶେଷଣ

ଅର୍ଥ : କୌଣସି ବିଶେଷ ସଂପ୍ରଦାୟ ବା ପନ୍ଥ ସହିତ ସମ୍ବନ୍ଧ ରଖୁଥିବା

ଉଦାହରଣ : ଜୈନମାନଙ୍କ ସଂପ୍ରଦାୟଗତ ମତାନୁସାରେ କୌଣସି ଜୀବକୁ ହତ୍ୟା କରିବା ବି ପାପ

ସମକକ୍ଷ : ସଂପ୍ରଦାୟଗତ


ଅନ୍ୟ ଭାଷାରେ ଅନୁବାଦ :

किसी विशेष संप्रदाय या पंथ से ही संबंध रखनेवाला तथा शेष संप्रदायों का विरोध करनेवाला या उनसे द्वेष रखनेवाला।

सांप्रदायिक लोग देश में अशांति फैला रखे हैं।
सांप्रदायिक, साम्प्रदायिक

Of or relating to or characteristic of a sect or sects.

Sectarian differences.
sectarian

ଅର୍ଥ : ସଂପ୍ରଦାୟ ସହିତ ସମ୍ବନ୍ଧ ରଖୁଥିବା ବ୍ୟକ୍ତି ବା ସଂପ୍ରଦାୟର

ଉଦାହରଣ : ଦେଶରେ ସଦାବେଳେ ସାଂପ୍ରଦାୟିକ ଦଙ୍ଗା ହେଉଛି


ଅନ୍ୟ ଭାଷାରେ ଅନୁବାଦ :

संप्रदाय से संबंध रखने वाला या संप्रदाय का।

देश में आए दिन सांप्रदायिक दंगे होते रहते हैं।
सांप्रदायिक, साम्प्रदायिक

Of or relating to or characteristic of a sect or sects.

Sectarian differences.
sectarian