ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସହାୟତା କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସହାୟତା କରିବା   କ୍ରିୟାପଦ

ଅର୍ଥ : ଆଶ୍ରୟ ଦେବା ଓ ମଝବୁତ କରିବା

ଉଦାହରଣ : ସେ ସବୁବେଳେ ଅନ୍ୟମାନଙ୍କର ସାହସ ବଢ଼ାଏ ସେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମୋ ସହାୟତା କଲା

ସମକକ୍ଷ : ଆଶ୍ରୟ ଦେବା, ସମର୍ଥନ କରିବା, ସହଭାଗୀ ହେବା


ଅନ୍ୟ ଭାଷାରେ ଅନୁବାଦ :

* सहारा देना और मजबूत करना।

वह सदा दूसरों की हिम्मत बढ़ाता है।
उसने विकट परिस्थितियों में भी मेरा साथ दिया।
बढ़ाना, सहारा देना, साथ देना

Support and strengthen.

Bolster morale.
bolster, bolster up

ଅର୍ଥ : କାହାରିକୁ ସାହାଯ୍ୟ କରିବା

ଉଦାହରଣ : ସେ ସବୁବେଳେ ନିଃସ୍ୱକୁ ସାହାଯ୍ୟ କରେ

ସମକକ୍ଷ : ସହଯୋଗ କରିବା, ସାହାଯ୍ୟ କରିବା, ହାତ ବଢେଇବା


ଅନ୍ୟ ଭାଷାରେ ଅନୁବାଦ :

किसी की सहायता करना।

वह सदा जरूरतमंदों की सहायता करता है।
मदद करना, सहयोग करना, सहायता करना, हाथ थामना, हाथ देना, हाथ बँटाना, हाथ बढ़ाना