ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସହରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସହରୀ   ବିଶେଷ୍ୟ

ଅର୍ଥ : ଯେ ବ୍ୟକ୍ତି ସହରରେ ବାସ କରେ ବା ରୁହେ

ଉଦାହରଣ : ଜଣେ ସହରୀ ବୁଲିବାପାଇଁ ଆମ ଗାଁକୁ ଆସିଛନ୍ତି

ସମକକ୍ଷ : ନଗରବାସୀ, ସହରବାସୀ


ଅନ୍ୟ ଭାଷାରେ ଅନୁବାଦ :

वह जो शहर में निवास करता हो या शहर में रहने वाला व्यक्ति।

एक शहरी घूमने के लिए मेरे गाँव में आया हुआ है।
नगर निवासी, नगर वासी, नगर-निवासी, नगर-वासी, नगरनिवासी, नगरवासी, नागर, पुरवासी, शहराती, शहरी, शहरुआ, शहरुवा

A resident of a town or city.

towner, townsman

ସହରୀ   ବିଶେଷଣ

ଅର୍ଥ : ଯେ ନଗରରେ ବାସ କରନ୍ତି ବା ନଗରରେ ରହନ୍ତି

ଉଦାହରଣ : ସହରୀ ଲୋକ ଗ୍ରାମୀଣମାନଙ୍କ ଅପେକ୍ଷା ଅଧିକ ଶିକ୍ଷିତ ହୋଇଥାନ୍ତି

ସମକକ୍ଷ : ଟାଉନିଆ, ନଗର ନିବାସୀ, ନଗର ବାସୀ, ସହରିଆ


ଅନ୍ୟ ଭାଷାରେ ଅନୁବାଦ :

जो नगर में निवास करता हो या नगर में रहने वाला।

शहरी लोग ग्रामीणों की अपेक्षा अधिक शिक्षित होते हैं।
अग्राम्य, नगर निवासी, नगर वासी, नगर-निवासी, नगर-वासी, नगरनिवासी, नगरवासी, नागर, पुरवासी, शहराती, शहरी, शहरुआ, शहरुवा

ଅର୍ଥ : ନଗର କିମ୍ବା ସହର ସହ ସମ୍ବନ୍ଧିତ

ଉଦାହରଣ : ସେ ସହରୀ ଜୀବନ ପସନ୍ଦ କରେନାହିଁ

ସମକକ୍ଷ : ନଗରୀୟ


ଅନ୍ୟ ଭାଷାରେ ଅନୁବାଦ :

नगर या शहर से संबंधित।

उसे शहरी जीवन पसंद नहीं है।
नगरीय, नागर, नागरिक, नागरेयक, पौर, म्यूनिसपल, म्यूनिसिपल, शहरी, शहरुआ, शहरुवा

Of or relating or belonging to a city.

Civic center.
Civic problems.
civic