ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସହରିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସହରିଆ   ବିଶେଷଣ

ଅର୍ଥ : ଯେ ନଗରରେ ବାସ କରନ୍ତି ବା ନଗରରେ ରହନ୍ତି

ଉଦାହରଣ : ସହରୀ ଲୋକ ଗ୍ରାମୀଣମାନଙ୍କ ଅପେକ୍ଷା ଅଧିକ ଶିକ୍ଷିତ ହୋଇଥାନ୍ତି

ସମକକ୍ଷ : ଟାଉନିଆ, ନଗର ନିବାସୀ, ନଗର ବାସୀ, ସହରୀ


ଅନ୍ୟ ଭାଷାରେ ଅନୁବାଦ :

जो नगर में निवास करता हो या नगर में रहने वाला।

शहरी लोग ग्रामीणों की अपेक्षा अधिक शिक्षित होते हैं।
अग्राम्य, नगर निवासी, नगर वासी, नगर-निवासी, नगर-वासी, नगरनिवासी, नगरवासी, नागर, पुरवासी, शहराती, शहरी, शहरुआ, शहरुवा