ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାଙ୍କ ମତ ଅନ୍ୟ କାହାର ମତ ସହିତ ମିଳେ
ଉଦାହରଣ : ଆପଣଙ୍କ କଥାରେ ମୁଁ ସହମତ
ସମକକ୍ଷ : ରାଜି, ସମ୍ମତ
ଅନ୍ୟ ଭାଷାରେ ଅନୁବାଦ :हिन्दी
पोता जाना या पुताई होना।
ଅର୍ଥ : ଗୋଟିଏ ବା ସମାନ ମତାମତ ଉପସ୍ଥାପନ କରୁଥିବା
ଉଦାହରଣ : ଏ ସଂସ୍ଥାର ସବୁ ସଦସ୍ୟ ଏହି ବିଷୟରେ ଏକମତ
ସମକକ୍ଷ : ଏକମତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक या समान मत रखनेवाले।
In complete agreement.
जिसकी राय दूसरे से मिलती हो या एक राय या मत का।
United by being of the same opinion.
ସଂସ୍ଥାପନ କରନ୍ତୁ