ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଳିସିମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଳିସିମା   ବିଶେଷ୍ୟ

ଅର୍ଥ : ଜିଭର ଗୋଟିଏ ରୋଗ

ଉଦାହରଣ : ବାତରୋହିଣୀରେ ଜିଭ ଉପରେ ଚାରିଆଡେ କଣ୍ଟା ଭଳି ମାଂସ ଫଳି ଯାଏ

ସମକକ୍ଷ : ତୁଣ୍ଡଘା


ଅନ୍ୟ ଭାଷାରେ ଅନୁବାଦ :

जीभ का एक रोग।

वातरोहिणी में जीभ पर चारों ओर काँटे की तरह मांस उभर आते हैं।
वातरोहिणी

ଅର୍ଥ : ଯେଉଁ ରୋଗରେ ଗାଲର ଭିତର ପାଖ ସିଝି ଯାଏ

ଉଦାହରଣ : ତୁଣ୍ଡଘା ଯୋଗୁଁ ମୁଁ କିଛି ଭଲରେ ଖାଇପାରୁନାହିଁ

ସମକକ୍ଷ : ତୁଣ୍ଡଘା


ଅନ୍ୟ ଭାଷାରେ ଅନୁବାଦ :

एक रोग जिसमें गालों के अंदर सूजन हो जाती है।

गलौघ के कारण मैं ठीक से कुछ खा नहीं पा रहा हूँ।
गलौघ, गलौध