ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସର୍ବୋତ୍କୃଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସର୍ବୋତ୍କୃଷ୍ଟ   ବିଶେଷ୍ୟ

ଅର୍ଥ : କୌଣସି ଗୋଷ୍ଠୀର ସବୁଠାରୁ ଭଲ ଲୋକ ବା ବସ୍ତୁ

ଉଦାହରଣ : ଏହି ଯୁଦ୍ଧରେ ଆମ ସେନାର କିଛି ସର୍ବୋତ୍ତମ ଶହୀଦ ହୋଇଗଲେ

ସମକକ୍ଷ : ସର୍ବୋତ୍ତମ


ଅନ୍ୟ ଭାଷାରେ ଅନୁବାଦ :

किसी समूह के सबसे अच्छे लोग या वस्तुएँ।

इस युद्ध में हमारी सेना के कुछ सर्वोत्तम शहीद हो गए।
अनुत्तम, सर्वोत्कृष्ट, सर्वोत्तम

The best people or things in a group.

The cream of England's young men were killed in the Great War.
cream, pick

ସର୍ବୋତ୍କୃଷ୍ଟ   ବିଶେଷଣ

ଅର୍ଥ : ଯିଏ ସବୁଠାରୁ ଉତ୍ତମ ବା ଶ୍ରେଷ୍ଠ

ଉଦାହରଣ : ମନୋଜ ବିଦ୍ୟାଳୟର ସର୍ବୋତ୍ତମ ଛାତ୍ରଭାବେ ବଛା ହୋଇଛି

ସମକକ୍ଷ : ଅତ୍ୟୁତ୍ତମ, ସର୍ବଶ୍ରେଷ୍ଠ, ସର୍ବୋତ୍ତମ


ଅନ୍ୟ ଭାଷାରେ ଅନୁବାଦ :

जो सबसे उत्तम या श्रेष्ठ हो।

मनोज विद्यालय का सर्वोत्तम छात्र चुना गया है।
अनुत्तम, अनुत्तर, अन्यतम, उत्तमोत्तम, चुटीला, पुष्कल, प्रबर्ह, बालानशीन, महत, महत्, महा, शेखर, सर्वश्रेष्ठ, सर्वोत्कृष्ट, सर्वोत्तम

(superlative of `good') having the most positive qualities.

The best film of the year.
The best solution.
The best time for planting.
Wore his best suit.
best