ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସର୍ବୋଚ୍ଚ ସତ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସର୍ବୋଚ୍ଚ ସତ୍ତା   ବିଶେଷ୍ୟ

ଅର୍ଥ : ଦେଶ, ରାଜ୍ୟଆଦିର ସବୁଠାରୁ ବଡ଼ ଅସ୍ତିତ୍ୱ ବା ଅଧିକାର ଯାହା ଉପରେ ଆଉ କୌଣସି ବଡ଼ ସତ୍ତା ବା ଅଧିକାର ନାହିଁ, ଏବଂ ଯାହା ନିଜର ସବୁ କାର୍ଯ୍ୟ କ୍ଷେତ୍ରରେ ସର୍ବୋତ ଭାବେ ପୂର୍ଣ୍ଣ ଓ ସ୍ୱତନ୍ତ୍ର

ଉଦାହରଣ : ସର୍ବୋଚ୍ଚ ସତ୍ତାର କ୍ଷମତା ଜଣେ ଲୋକ ହାତରେ ରହିବା ଉଚିତ୍‌ ନୁହେଁ


ଅନ୍ୟ ଭାଷାରେ ଅନୁବାଦ :

देश, राज्य आदि की वह सबसे बड़ी सत्ता या अधिकार जिसके ऊपर और कोई बड़ी सत्ता या अधिकार न हो और जो अपने सभी कार्यक्षेत्रों में सब प्रकार से पूर्ण स्वतंत्र हो।

सर्वोच्च सत्ता की बागडोर एक आदमी के हाथ में नहीं होनी चाहिए।
परम सत्ता, सर्वोच्च सत्ता

Government free from external control.

sovereignty