ଅର୍ଥ : ଯାହା ଲୋକ ଅବା ସମୂହ ପାଖକୁ ପଠାଯାଇଥାଏ
ଉଦାହରଣ :
ସଂଚାର ଦ୍ୱାରା ଗୋଟିଏ ସ୍ଥାନର ସଂସ୍କୃତି ଏବଂ ସଭ୍ୟତା ଅନ୍ୟ ଜାଗାରେ ପହଁଚେ
ସମକକ୍ଷ : ସଂଚାର, ସଂପ୍ରେଷଣ, ସଞ୍ଚାର
ଅନ୍ୟ ଭାଷାରେ ଅନୁବାଦ :
Something that is communicated by or to or between people or groups.
communication