ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମୁଦ୍ରଫଳ ଗଛ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମୁଦ୍ରଫଳ ଗଛ   ବିଶେଷ୍ୟ

ଅର୍ଥ : ନଦୀ ଏବଂ ସମୁଦ୍ର କୂଳରେ ତଥା ଆର୍ଦ୍ର ଭୂମିରେ ଅଧିକତଃ ମିଳୁଥିବା ଗୋଟିଏ ଚିରହରିତ୍‌ ବୃକ୍ଷ ଯାହା ବହୁତ ବଡ ହୁଏ

ଉଦାହରଣ : ଠିକାଦାର ସମୁଦ୍ରଫଳ ଗଛ କଟାଇବା ସପକ୍ଷରେ ନାହାନ୍ତି

ସମକକ୍ଷ : ନଦୀକାନ୍ତ ଗଛ


ଅନ୍ୟ ଭାଷାରେ ଅନୁବାଦ :

एक सदाबहार वृक्ष जो बहुत बड़ा होता है तथा नदियों एवं समुद्रों के किनारे तथा तर भूमि में अधिकता से पाया जाता है।

ठेकेदार समुद्रफल को कटवाने के पक्ष में नहीं हैं।
इंजर, इञ्जर, नदीकांत, नदीकान्त, समुंदर फल, समुंदर-फल, समुंदरफल, समुद्र फल, समुद्र-फल, समुद्रफल, समुन्दर फल, समुन्दर-फल, समुन्दरफल

A plant having foliage that persists and remains green throughout the year.

evergreen, evergreen plant