ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମୁଦ୍ର ଘୋଟକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମୁଦ୍ର ଘୋଟକ   ବିଶେଷ୍ୟ

ଅର୍ଥ : ଗଣ୍ଡାଭଳି ଗୋଟିଏ ପଶୁ ଯେ ଅଧିକ ସମୟ ଜଳରେ ବା ଜଳାଶୟ ପାଖରେ ରହେ

ଉଦାହରଣ : ଆମେ ଚିଡ଼ିଆଖାନାରେ ବିଭିନ୍ନ ପ୍ରକାରର ପଶୁ ଦେଖିଲୁ ଯେଉଁଥିରେ ସମୁଦ୍ର ଘୋଟକ ମଧ୍ୟ ଥିଲା

ସମକକ୍ଷ : ଦରିଆ ଘୋଡ଼ା, ସିନ୍ଧୁ ଘୋଟକ, ହିପ୍ପୋ


ଅନ୍ୟ ଭାଷାରେ ଅନୁବାଦ :

गैंडे की तरह का एक जानवर जो अधिकतर जल में ही या जलाशयों के पास रहता है।

हमने चिड़ियाघर में विभिन्न प्रकार के जानवर देखे जिनमें दरियाई घोड़ा भी था।
दरियाई घोड़ा, हिप्पो

Massive thick-skinned herbivorous animal living in or around rivers of tropical Africa.

hippo, hippopotamus, hippopotamus amphibius, river horse