ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମାସ   ବିଶେଷ୍ୟ

ଅର୍ଥ : ବ୍ୟାକରଣର ନିୟମ ଅନୁସାରେ ଦୁଇଟି ଶବ୍ଦ ମିଶି ଗୋଟିଏ ହେବାର ପ୍ରକ୍ରିୟା

ଉଦାହରଣ : ଅବ୍ୟୟୀଭାବ,କର୍ମଧାରୟ,ତତ୍‌ପୁରୁଷ,ଦ୍ୱନ୍ଦ,ଦ୍ୱିଗୁ ଏବଂ ବହୁବ୍ରୀହି ଏଭଳି ଛଅପ୍ରକାର ସମାସ ରହିଛି


ଅନ୍ୟ ଭାଷାରେ ଅନୁବାଦ :

व्याकरण के नियमों के अनुसार दो शब्दों का मिलकर एक होने की क्रिया।

अव्ययीभाव,समाधिकरण,तत्पुरुष,द्वंद्व,द्विगु और बहुब्रिही,समास के ये छः प्रकार होते हैं।
समास