ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମାଜବାଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମାଜବାଦୀ   ବିଶେଷ୍ୟ

ଅର୍ଥ : ଯେ ସମାଜବାଦର ସିଦ୍ଧାନ୍ତକୁ ମାନନ୍ତି

ଉଦାହରଣ : ମୋ ଜେଜେ ସମାଜବାଦୀ ଲୋକ

ସମକକ୍ଷ : ସୋସିଆଲିଷ୍ଟ


ଅନ୍ୟ ଭାଷାରେ ଅନୁବାଦ :

वह जो समाजवाद का सिद्धांत मानता हो।

मेरे दादाजी समाजवादी हैं।
समाजवादी, सोशलिस्ट

A political advocate of socialism.

socialist

ଅର୍ଥ : ଯେ ସାମ୍ୟବାଦକୁ ମାନେ

ଉଦାହରଣ : ସମାଜବାଦୀମାନେ ସମାଜକୁ ଏକ ନୂଆ ଦିଗ ଦେଖାଇବାକୁ ଚେଷ୍ଟାକରିଥିଲେ

ସମକକ୍ଷ : କମ୍ୟୁନିଷ୍ଟ, ସାମ୍ୟବାଦୀ


ଅନ୍ୟ ଭାଷାରେ ଅନୁବାଦ :

वह जो साम्यवाद को मानता हो।

साम्यवादियों ने समाज को एक नई दिशा देने का प्रयास किया।
इशतराकी, इशतिराकी, इश्तराकी, इश्तिराकी, कम्युनिस्ट, कम्यूनिस्ट, साम्यवादी

A socialist who advocates communism.

commie, communist

ସମାଜବାଦୀ   ବିଶେଷଣ

ଅର୍ଥ : ସମାଜବାଦ ସମ୍ବନ୍ଧୀୟ

ଉଦାହରଣ : ରାମ ଓ ଶ୍ୟାମ ସମାଜବାଦୀ ବିଚାରଧାରର ଲୋକ


ଅନ୍ୟ ଭାଷାରେ ଅନୁବାଦ :

समाजवाद संबंधी।

राम और श्याम समाजवादी विचारधारा के हैं।
समाजवादी