ଅର୍ଥ : ଯାହା ଅର୍ପଣ କରାଯାଇଛି
ଉଦାହରଣ :
ସେ ତାଙ୍କ ଜୀବନ ରାଷ୍ଟ୍ରର ସେବାପାଇଁ ଅର୍ପିତ କରିଦେଲେ
ସମକକ୍ଷ : ଅର୍ପିତ, ଉତ୍ସର୍ଗୀକୃତ
ଅନ୍ୟ ଭାଷାରେ ଅନୁବାଦ :
अर्पण किया हुआ।
उसने अपना सम्पूर्ण जीवन राष्ट्र की सेवा के लिए अर्पित कर दिया।ଅର୍ଥ : ଯାହା ସମର୍ପଣ କରାଯାଇଛି
ଉଦାହରଣ :
ଗାନ୍ଧିଜୀ ନିଜର ସମଗ୍ର ଜୀବନ ସମାଜସେବାପାଇଁ ସମର୍ପିତ କରିଦେଇଥିଲେ
ସମକକ୍ଷ : ଉତ୍ସର୍ଗୀକୃତ